ସାଧାରଣ ଭାବେ ଭାରତୀୟ ମାନେ ରେଳ କୁ ଗମନାଗମନ ର ଏକ ମୁଖ୍ୟ ମାଧ୍ୟମ ରୂପେ ବ୍ୟବହାର କରନ୍ତି.
ରିପୋର୍ଟ ଅନୁଯାୟୀ ଭାରତୀୟମାନେ 2.5 କୋଟି ମୂଲ୍ୟର ସମ୍ପତ୍ତି ଚୋରି କରିଛନ୍ତି ଟ୍ରେନରୁ ଗତ 1 ବର୍ଷ ମଧ୍ୟ ରେ..
ସେ ଭିତରେ ରହିଛି 2 ଲକ୍ଷ ତଉଲିଆ, 55000ତକିଆ ଖୋଳ,81000 ବେଡ୍ ସିଟ,7000 କମ୍ବଳ,200 ପାଇଖାନା ମଗ୍, 300 ଫ୍ଲସ ପାଇପ୍.

ଭାରତୀୟ ରେଳବାଇ ରିପୋର୍ଟ କରିଛି 62 ଲକ୍ଷ୍ୟ ମୂଲ୍ୟର
ଆଇଟମ୍ କେବଳ ଏପ୍ରିଲ୍ ରୁ ସେପ୍ଟେମ୍ବର ମଧ୍ଯ ରେ ଚୋରୀ ହେଇଛି|.
ଚୋରି ହୋଇଥିବା ରେଳ ସମ୍ପତ୍ତିରେ କ୍ଷତି ରେ ଉଦବେଗ ପ୍ରକାଶ କରିଛନ୍ତି ରେଲୱେ ଅଧିକାରୀ.
ଜଣେ ସୋସିଆଲ ମିଡ଼ିଆ ୟୁଜର ଏହାକୁ ପୋଷ୍ଟ କରି ପଚାରିଚନ୍ତି ଯେ ଯଦି ଏହିଭଳି ଚୋରି ଲୋକ କରନ୍ତି ତେବେ ସରକାର ଙ୍କୁ ଦୋଷ ଦେଇ ଲାଭ କଣ?