ବିଜେପିରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ‘ରାମାୟଣ’ରେ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋବିଲ
ଏପ୍ରିଲ 19 ରୁ ଆରମ୍ଭ ହେବାକୁ ଥିବା ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶର ମେରୁଟ ଆସନରୁ ବିଜେପି ରାମାୟଣ ଅଭିନେତା ଅରୁଣ ଗୋବିଲଙ୍କୁ ପାର୍ଥି କରିଛି।

ଦଳ ରବିବାର ଦିନ ଲୋକସଭା ନିର୍ବାଚନ ପାଇଁ 111 ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ପ୍ରକାଶ କରିଛି। ହିମାଚଳ ପ୍ରଦେଶର ମାଣ୍ଡି ଆସନରୁ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ମଧ୍ୟ ପ୍ରାର୍ଥୀ କରାଯାଇଛି।