ସମସ୍ତ ରାଜସ୍ୱ ସେବା ରହିବ ଗୋଟିଏ ମୋବାଇଲ ଆପରେ।ଘରେ ବସି ଲୋକ ପାଇବେ ସମସ୍ତ ସୁବିଧା। ଆପ୍ ପ୍ରସ୍ତୁତ ହୋଇ ସାରିଛି।ଖୁବ୍ ଶୀଘ୍ର ଲଂଚ ହେବ ଏହି ଆପ। ଏହି ଆପ ଦ୍ଵାରା ସେବା କେନ୍ଦ୍ରକୁ ନ ଯାଇ ଘରେ ବସି ବିଭିନ୍ନ ସମସ୍ୟା ସମାଧାନ ହେବ। ଛୋଟ ଛୋଟ କାମ ପାଇଁ ରାଜସ୍ବ ବିଭାଗ କିମ୍ବା ଅଫିସ କୁ ଲୋକଙ୍କୁ ଦୌଡ଼ିବାକୁ ପଡ଼ିବନି । ବିଭିନ୍ନ ପ୍ରକାର ସେବା ପାଇଁ ଆବେଦନ। ବିଭିନ୍ନ କାଗଜ ପତ୍ର ଆଦି ଅନଲାଇନ୍ ମାଧ୍ୟମରେ ଡାଉନଲୋଡ ଆଦି ଲୋକେ କରିପାରିବେ।
ବାଇଟ: ସୁରେଶ ପୂଜାରୀ ,ରାଜସ୍ବ ମନ୍ତ୍ରୀ