ପ୍ରେମ ପାଇଁ ହତ୍ୟା
ପ୍ରେମ ପାଇଁ ପ୍ରେମିକ ର ଜଘନ୍ୟ ହତ୍ୟାକାଣ୍ଡ
ପ୍ରେମିକ ର ଆକ୍ରମଣରେ ପ୍ରେମିକାର ରକ୍ତ ଜୁଡୁବୁଡୁ ଅବସ୍ଥା ..
ମୁମ୍ବାଇର ଭାସାଇରେ ଘଟିଥିବା ଏକ ଦୁଃଖଦ ଘଟଣା ମଙ୍ଗଳବାର ସକାଳେ ଚିଞ୍ଚପଡା ଠାରେ ଘଟଯାଇଅଛି ଜଣେ ଯୁବତୀଙ୍କୁ ତାଙ୍କ ପ୍ରେମିକ ଦ୍ୱାରା ସ୍ପାନର ସାହାଯ୍ୟରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା।

ଖବର ଅନୁଯାୟୀ ଏହି ଆକ୍ରମଣ ରାସ୍ତାର ମଝିରେ ଘଟିଥିଲା ଯେଉଁଠାରେ 29 ବର୍ଷିୟ ରୋହିତ ଯାଦବଙ୍କ ଆକ୍ରମଣ ଫଳରେ ପୀଡିତା ଆରତିଙ୍କ ମୁଣ୍ଡ ଓ ଛାତିରେ ଆଘାତ ହୋଇଥିଲା। ଦୁଇ ବର୍ଷର ସମ୍ପର୍କ ପରେ ନିକଟରେ ଏହି ବ୍ରେକଅପ୍ ହେବାର କାରଣ ଫଳରେ ପ୍ରେମିକ ଏହି ଜଘନ୍ୟ କାଣ୍ଡ ଘଟାଇଥିବାର ଜଣାପଡିଛି।
https://youtu.be/WLhN29hDe-k?si=OrtbrHH1EHzFWEIy
ସେଠାରେ ଉପସ୍ଥିତ ଥିବା ଲୋକ/କେହି ବି ଏଥିରେ ହସ୍ତକ୍ଷେପ କରିନଥିବା ଦେଖା ଦେଇଚି……,
କିଛି ଲୋକ କେବଳ ଘଟଣାର ରେକର୍ଡିଂ କରି ଥିବା ବେଳେ ଅନ୍ୟମାନେ ଏହି ଦୃଶ୍ୟ ଦେଖି ଡର ରେ ଚାଲି ଯାଇଥିବା ଦେଖା ଦେଇଛି।…..
ହତ୍ୟା ର କାରଣ କେବଲ ପ୍ରେମ ପ୍ରତାରଣା ବୋଲି ସୂଚନା ମିଳିଛି…
ଏଯାବତ୍ ପୋଲିସ ର କାର୍ଯ୍ୟାନୁଷ୍ଠାନ ସମ୍ବନ୍ଧୀୟ କୌଣସି ତଥ୍ୟ ମିଳିନାହିଁ….