ବାତିଲ ହେଲା UGC -Net exam….
ସରକାର ଏକ ବିଜ୍ଞପ୍ତିରେ କହିଛନ୍ତି ଯେ ଶିକ୍ଷା ମନ୍ତ୍ରଣାଳୟ 18 ଜୁନ୍ 2024 ରେ କରାଯାଇଥିବା UGC-NET ପରୀକ୍ଷାକୁ ବାତିଲ କରିଦେଇଛି। …..
ଗତ 18 ରେ ହୋଇଥିବା ପରୀକ୍ଷା ରେ ଠିକ୍ ଭବେ ସ୍ବଚ୍ଛତା ଅବଲମ୍ବନ କରା ଯାଇ ନଥିବା ସରକାର କହିଚନ୍ତି……
ଅର୍ଥାତ୍ କିଛି ସ୍ଥାନ ରେ ଅସାଧୁ ଉପାୟ ଆପଣାଇ exam କରାଯାଇଛି ବୋଲି ସରକାର ଦର୍ଶାଇ ଛନ୍ତି….ପୁଣି ଥରେ ଆଉ ଏକ ନୂତନ ତାରିଖ ରେ ପରୀକ୍ଷା କରାଯିବ, ଯେଉଁଥିପାଇଁ ସୂଚନା ପୁଣି ଥରେ ଦିଆଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି…