ନୀଳଗିରିର ଏକ ଆଶ୍ରମ ସ୍କୁଲରେ ନବମ ପିଲାଙ୍କୁ ସଂଘବଦ୍ଧ ଆକ୍ରମଣ
୨୦ରୁ ଅଧିକ ନବମ ଶ୍ରେଣୀ ପିଲାଙ୍କୁ ଠେଙ୍ଗାରେ ଆକ୍ରମଣ ଅଭିଯୋଗ ଆସିଚି, ନବମ ପିଲାଙ୍କୁ ଦଶମ ପିଲା ସଂଘବଦ୍ଧ ଆକ୍ରମଣ କରିଥିବା ର ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଏକ ଆଶ୍ରମ ସ୍କୁଲ୍ ରେ ହଷ୍ଟେଲ ସଫେଇ କରିବାକୁ ମନା କରିବାରୁ ଆକ୍ରମଣ ହୋଇଛି।
ଆକ୍ରମଣ ପରେ ଅଭିଭାବକଙ୍କ ତରଫ ରୁ ହୋଇଥିବା ଅଭିଯୋଗକୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଖଣ୍ଡନ କରିଚନ୍ତି, ତେବେ ଘଟଣା ବାବଦ ରେ ଖବର ପାଇ ସ୍କୁଲରେ ପହଞ୍ଚିଛନ୍ତି WEO।